ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଡିଜି ଅଫିସ ଘେରାଉ କରି ପ୍ରତିବାଦ ସଭା ଅନୁଷ୍ଠିତ ।

2
ADVERTISEMENT

ଭୁବନେଶ୍ୱର ,୧୨।୬(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଡିଜି ଅଫିସ ଘେରାଉ କରି ପ୍ରତିବାଦ ସଭା ଅନୁଷ୍ଠିତ । ଦଳର ସଭାପତି ମହମ୍ମଦ ମୋକିମ ପ୍ରତିବାଦ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି lଏବଂ ଆଗାମୀ ଦିନରେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପ୍ରତ୍ୟେକ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Advertisement