ADVERTISEMENT
Home ଆଞ୍ଚଳିକ ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ ।

ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ ।

14
ADVERTISEMENT

ଭୁବନେଶ୍ୱର,୧୯।୦୬(ଡ଼ି.ଏଚ ବ୍ୟୁରୋ):- ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ସେ ସୌମ୍ୟକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମାଆ।

Advertisement