ଭାରସ୍ୟାମ ହରାଇ ଏକ ଅଟୋକୁ ଧକ୍କା ଦେଲା ଟ୍ରକ୍,୬ଜଣ ଙ୍କର ମୃତ୍ୟୁ ।

19
ADVERTISEMENT

ନୂଆଦିଲ୍ଲୀ,୦୧/୨(ଡ଼ି.ଏଚ ବ୍ୟୁରୋ):-ବିହାରର ବିହତା-ଆରା ମୁଖ୍ୟ ରାସ୍ତା ଲେଖନ ଟୋଲାର ପରେଭ ନିକଟରେ ଭାରସ୍ୟାମ ହରାଇ ଏକ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଅଟୋ-ରିକ୍ସାରେ ଯାତ୍ରା କରୁଥିବା ୬ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ଏବଂ ବିହତା ପୁଲିସ ଟ୍ରକ୍ ଡ୍ରାଇଭରକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement