ଇରାନରେ ଫସିରହିଥିବା ଭାରତୀୟମାନେ ନିଜ ଦେଶକୁ ଫେରିଛନ୍ତି ।

24
ADVERTISEMENT

ନୂଆଦିଲ୍ଲୀ,୧୭/୦୧(ଡ଼ି.ଏଚ ବ୍ୟୁରୋ):-ଭାରତ ସରକାରଙ୍କ ପରାମର୍ଶ ଅନୁଯାୟୀ ଇରାନରେ ଫସିରହିଥିବା ଭାରତୀୟମାନେ ନିଜ ଦେଶକୁ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ପ୍ରକାଶ କରିଛନ୍ତି । ଇରାନରେ ସଙ୍କଟ ଜାରି ରହିଥିବାବେଳେ ଭାରତ ସରକାର ଇରାନରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି ।

Advertisement