Sunday, September 27, 2026
ADVERTISEMENT
Home ଜାତୀୟ ପଶ୍ଚିମବଙ୍ଗରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି।

ପଶ୍ଚିମବଙ୍ଗରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି।

54
ADVERTISEMENT

ନୂଆଦିଲ୍ଲୀ,୩୧/୧୨(ଡ଼ି.ଏଚ ବ୍ୟୁରୋ):- ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁରାରେ ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରି ଉଭୟଙ୍କୁ ମହାଭାରତର ଦୁର୍ଯୋଧନ ଏବଂ ଦୁଃଶାସନଙ୍କ ସହ ତୁଳନା କରିଛନ୍ତି।

Advertisement