କୋଲକାତାରେ ଅମିତ ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ।

13
ADVERTISEMENT

ନୂଆଦିଲ୍ଲୀ,୩୦/୧୨(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଶାହ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଯେ, ୨୦୨୬ରେ ବିଜେପି ସରକାର ଗଠନ ହେଲେ ଅନେକ ପରିବର୍ତ୍ତନ ହେବ । ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବିଦା କରାଯିବ । ରାଜ୍ୟରେ ବିକାଶର ଗତି ବଢିବ ସହ ପଶ୍ଚିମବଙ୍ଗକୁ ସାଂସ୍କୃତିକ ସ୍ତରରେ ସୁଦୃଢ କରାଯିବ ।

Advertisement