Monday, September 28, 2026
ADVERTISEMENT
Home ଜାତୀୟ ବିମାନ ବନ୍ଦରର ନବ ନିର୍ମିତ ଟର୍ମିନାଲକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀl

ବିମାନ ବନ୍ଦରର ନବ ନିର୍ମିତ ଟର୍ମିନାଲକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀl

64
ADVERTISEMENT

ନୂଆଦିଲ୍ଲୀ ,୨୧/୧୨(ଡ଼ି.ଏଚ ବ୍ୟୁରୋ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୁଆହାଟୀସ୍ଥିତ ଲୋକପ୍ରିୟ ବର୍ଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦରର ନବ ନିର୍ମିତ ଟର୍ମିନାଲକୁ ଉଦ୍ଘାଟନ କରିବା ସହ ବିମାନ ବନ୍ଦର ପରିସରରେ ନିର୍ମିତ ବର୍ଦୋଲୋଇଙ୍କ ୮୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତିକୁ ଉଦ୍ଘାଟନ କରିଛନ୍ତି ।ଏବଂ ଏହି ବିମାନ ବନ୍ଦରକୁ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦୋଲୋଇଙ୍କ ନାମରେ ନାମିତ କରାଯାଇଛି।

Advertisement