ରାଜସ୍ଥାନର ସିକର ଜିଲ୍ଲାରେ ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା,୩ ଜଣଙ୍କର ମୃତ୍ୟୁ ।

53
ADVERTISEMENT

ନୂଆଦିଲ୍ଲୀ,୧୦/୧୨(ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନର ସିକର ଜିଲ୍ଲାରେ ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ।ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଡା଼କ୍ତରଖାନାରେ ଭର୍ତ୍ତି । ଉକ୍ତ ଘଟଣାକୁ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଆହତ ହୋଇଥିବା ଅଧିକାଂଶ ଯାତ୍ରୀ ଗୁଜରାଟର ବୋଲି ସୂଚନା ।

Advertisement