ADVERTISEMENT
Home ରାଜନୀତି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବମ୍ପର ବିଜୟ ।

ନୂଆପଡ଼ା ଉପନିର୍ବାଚନରେ ବିଜେପିର ବମ୍ପର ବିଜୟ ।

63
ADVERTISEMENT

ନୂଆପଡ଼ା,୧୪/୧୧(ଡ଼ି.ଏଚ ବ୍ୟୁରୋ):-ନୂଆପଡ଼ା ଉପନିର୍ବାଚନରେ ବିଜେପିର ବମ୍ପର ବିଜୟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଏବଂ ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିଛି l

Advertisement