ରାଜସ୍ଥାନର ଝଲାଓ୍ବର ଜିଲା ପିପଲଡ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ୪ ଜଣ ଛାତ୍ରଙ୍କ ମୃତ୍ୟୁ l

63
ADVERTISEMENT

ନୂଆଦିଲ୍ଲୀ,୨୫/୭(ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନର ଝଲାଓ୍ବର ଜିଲା ପିପଲଡ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏବଂ ସ୍ଥାନୀୟ ପୋଲିସ ର ତଦନ୍ତ ଜାରି l

Advertisement