Wednesday, August 19, 2026
ADVERTISEMENT
Home ରାଜନୀତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା ।

ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା ।

139
ADVERTISEMENT

ଭୁବନେଶ୍ୱର,୧୯/୨(ଡି.ଏଚ ବ୍ୟୁରୋ):-ଆଜି ବିଧାନସଭା ଆରମ୍ଭରୁ ମହିଳାଙ୍କ ସୁରକ୍ଷା ଦାବି ଏବଂ ନିର୍ବାଚନ ଆୟୋଗ ପୁନର୍ଗଠନ ଦାବିରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଏବଂ ବିଜେଡି ସଦସ୍ୟମାନେ ଗୃହରୁ ବାହାରକୁ ଆସି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

Advertisement