Wednesday, August 19, 2026
ADVERTISEMENT
Home ଜାତୀୟ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ।

ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ।

139
ADVERTISEMENT

ନୂଆଦିଲ୍ଲୀ,୧୫/୨(ଡ଼ି.ଏଚ୍ ବ୍ୟୁରୋ):-ପ୍ରୟାଗରାଜର ମିର୍ଜାପୁର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବୋଲେରୋରେ ଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଛତିଶଗଡ କୋରବା ଜିଲ୍ଲାru ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଥିଲେ। ଏବଂ ବସ୍ ରେ ଥିବା ୧୯ ଜଣ ଯାତ୍ରୀ ମଧ୍ୟପ୍ରଦେଶ ରାଜଗଡ ଅଞ୍ଚଳର ହୋଇଥିବାବେଳେ ସେମାନେ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement