ସାଇବାବା ମହାରାଜ ମନ୍ଦିରରେ ୧୪ ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ l

24
ADVERTISEMENT

ବ୍ରହ୍ମପୁର,୧୨/୨(ଡ଼ି.ଏଚ୍ ବ୍ୟୁରୋ):-ଆସନ୍ତା ମାର୍ଚ୍ଚ ୯ ତାରିଖରେ ବ୍ରହ୍ମପୁର ଗୋଦାବରୀଶ ନଗର ସ୍ଥିତ ସାଇବାବା ମହାରାଜ ମନ୍ଦିରରେ ୧୪ ତମ ବାର୍ଷିକ ଉତ୍ସବ ପାଳନ କରାଯିବ l ଏଥି ନିମନ୍ତେ ସ୍ଥାନୀୟ ଅଂଚଳର କିଛି ମାନ୍ୟଗଣ ବ୍ୟକ୍ତିଙ୍କ ତତ୍ୱାବଧାନରେ ସାଇବାବାଙ୍କ ପ୍ରତିଷ୍ଠା ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟ ଉତ୍ସବ ପାଳନ କରାଯିବ ସକାଶେ ସର୍ବସମ୍ମତି ଗୃହୀତ କରାଗଲା l ଏବଂ ସମସ୍ତ ସଭ୍ୟଙ୍କ ଅବଗତ ନିମନ୍ତେ କାର୍ଯ୍ୟସୂଚୀ ନିର୍ଘଣ୍ଟ ଅନୁଯାୟୀ ଉପସ୍ଥିତ ରହି ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା l

Advertisement