ADVERTISEMENT
Home ଖେଳ ଅଷ୍ଟ୍ରେଲିଆ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛି।

ଅଷ୍ଟ୍ରେଲିଆ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛି।

173
ADVERTISEMENT

ନୂଆଦିଲ୍ଲୀ,୦୪/୧(ଡି.ଏଚ୍.ବ୍ୟୁରୋ):-ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଛି। ୨ୟ ଦିନରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ପାଳିରେ ୧୮୧ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଭାରତ ଏହାର ୨ୟ ପାଳି ବ୍ୟାଟିଂ ଆରମ୍ଭ କରି ବିନା କୌଣସି ଉଇକେଟ ହରାଇ ୩୪ ରନ ସଂଗ୍ରହ କରିଛି।

Advertisement