Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଭିଜିଲାନ୍ସ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବ୍ରହ୍ମପୁର ଭିଜିଲାନ୍ସ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

13
ADVERTISEMENT

ଭୁବନେଶ୍ୱର,୦୭/୦୮(ଡ଼ି.ଏଚ ବ୍ୟୁରୋ):-ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୫୫ ଲକ୍ଷ ୬୯ ହଜାର ଟଙ୍କାର ହେରଫେର ଅଭିଯୋଗରେ ପୂର୍ବତନ ଜୁନିୟର ଇଞ୍ଜିନିୟର ଡି.ଯୁଧିଷ୍ଠିର, ସହକାରୀ ଯନ୍ତ୍ରୀ ସଞ୍ଜୀବ ଚମ୍ପତି ଏବଂ ଠିକାରଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତରେ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ସାମ୍ନାକୁ ଆସିବା ପରେ ବ୍ରହ୍ମପୁର ଭିଜିଲାନ୍ସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଛି।

Advertisement