ADVERTISEMENT
Home ଆଞ୍ଚଳିକ ଡେଲିଭରୀ ବଏକୁ ଗିରଫ କରି କୋର୍ଟ ଚାଲାଣ ।

ଡେଲିଭରୀ ବଏକୁ ଗିରଫ କରି କୋର୍ଟ ଚାଲାଣ ।

1
ADVERTISEMENT

ଭୁବନେଶ୍ୱର,୦୭/୦୮(ଡ଼ି.ଏଚ ବ୍ୟୁରୋ):- ଭୁବନେଶ୍ୱର ମୈତ୍ରୀ ବିହାର ଥାନା ପୁଲିସ ଗଞ୍ଜାମ ଜିଲ୍ଲାର ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଡେଲିଭରୀ ବଏକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ହରେକୃଷ୍ଣ ମହାନ୍ତି ହୋଇଥିବାବେଳେ ପୁଲିସ ତାଙ୍କ ପାଖରୁ ଯୁବତୀର ଅନେକ ଫଟୋ ଓ ଭିଡିଓ ଜବତ କରିଛି।

Advertisement