ADVERTISEMENT
Home ଜାତୀୟ ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ।

ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ।

111
ADVERTISEMENT

ନୂଆଦିଲ୍ଲୀ,୧୬/୧୨(ଡି.ଏଚ୍.ବ୍ୟୁରୋ):-ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ। ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ଆମେରିକାର ସାନ ପ୍ରାନ୍ସିକୋର ଏକ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ଏବଂ ଭାରତ ସରକାର ତାଙ୍କର ସଙ୍ଗୀତ ଜଗତ ପ୍ରତି ଅତୁଳନୀୟ ଅବଦାନକୁ ନେଇ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରି ଥିଲେ।

Advertisement