ଟ୍ରଲରର ପଛପଟୁ ଧକ୍କା ଦେଲା ବୋଲେର,୫ ଜଣଙ୍କ ମୃତ୍ୟୁ ।

123
ADVERTISEMENT

ନୂଆଦିଲ୍ଲୀ,୧୪/୧୨(ଡି.ଏଚ୍.ବ୍ୟୁରୋ):-ଝାଡଖଣ୍ଡର ବୋକାରୋ ଜିଲା କସମାର ଥାନା ରାମଗଡ ରାସ୍ତାରେ ଛିଡା ହୋଇଥିବା ଟ୍ରଲରର ପଛପଟୁ ଧକ୍କା ଦେଲା ବୋଲେରା । ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Advertisement