ADVERTISEMENT
Home ଜାତୀୟ ଏଣିକି ଏଟିଏମ୍ ରେ ଉଠାଇ ହେବ ଇପିଏଫ୍ ଟଙ୍କା।

ଏଣିକି ଏଟିଏମ୍ ରେ ଉଠାଇ ହେବ ଇପିଏଫ୍ ଟଙ୍କା।

140
ADVERTISEMENT

ନୂଆଦିଲ୍ଲୀ,୧୨/୧୨(ଡି.ଏଚ୍.ବ୍ୟୁରୋ):-ଏଣିକି ଏଟିଏମ୍ ରେ ଉଠାଇ ହେବ ଇପିଏଫ୍ ଟଙ୍କା। ଇପିଏଫ୍ଓ ସଦସ୍ୟ ୨୦୨୫ ଜାନୁଆରୀରୁ ଏଟିଏମ୍ ମାଧ୍ୟମରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରିବାକୁ ସୁଯୋଗ ପାଇବେ ବୋଲି ଶ୍ରମ ସଚିବ ସୁମିତ୍ରା ଡାୱରା କହିଛନ୍ତି। ଇପିଏଫ୍ରୁ ଟଙ୍କା ଉଠାଣ କ୍ଷେତ୍ରରେ ଦେଖାଦେଉଥିବା ବିଳମ୍ବ ଏହା ଦ୍ବାରା ହ୍ରାସ ପାଇବ ଓ ନ୍ୟୁନତମ ମାନବୀୟ ହସ୍ତକ୍ଷେପ ସହ ସଦସ୍ୟ ସହଜରେ ସେମାନଙ୍କ ଇପିଏଫ୍ ଆକାଉଣ୍ଟରୁ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ କରିପାରିବେ।

Advertisement