Saturday, August 15, 2026
ADVERTISEMENT
Home ଜାତୀୟ ବୋରୱେଲରେ ଫସିରହି ବାଳକର ମୃତ୍ୟୁ ଘଟିଛି।

ବୋରୱେଲରେ ଫସିରହି ବାଳକର ମୃତ୍ୟୁ ଘଟିଛି।

101
ADVERTISEMENT

ନୂଆଦିଲ୍ଲୀ,୧୨/୧୨(ଡି.ଏଚ୍.ବ୍ୟୁରୋ):-ରାଜସ୍ତାନରେ ଏକ ପାଞ୍ଚ ବର୍ଷର ବାଳକ ଦୀର୍ଘ ୫୭ ଘଣ୍ଟା ଧରି ବୋରୱେଲରେ ଫସିରହି ମୃତ୍ୟୁ ଘଟିଛି। ପିଲାଟି ବୋରର୍ୱେଲ ପଡ଼ି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଦୁଇ ଦିନରୁ ଅଧିକ ସମୟ ଧରି ଜାରି ରହିଥିଲା। ସେ ୧୫୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିଲା ଏବଂ ଏକ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Advertisement