Friday, November 6, 2026
ADVERTISEMENT
Home ଜାତୀୟ ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିବl ଫଳରେ ଦୁର୍ଘଟଣାରେ ବସ ଚାଳକ ସମେତ ଦୁଇ ଜଣଙ୍କର...

ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିବl ଫଳରେ ଦୁର୍ଘଟଣାରେ ବସ ଚାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ।

114
ADVERTISEMENT

ନୂଆଦିଲ୍ଲୀ,୧୧/୧୨(ଡି.ଏଚ୍.ବ୍ୟୁରୋ):-ହିମାଚଳପ୍ରଦେଶ କୁଲ୍ଲୁ ଜିଲାର ଆନୀ ଅଞ୍ଚଳରେ ଭାରସ୍ୟାମ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିବl ଫଳରେ ଦୁର୍ଘଟଣାରେ ବସ ଚାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି।

Advertisement