Tuesday, August 18, 2026
ADVERTISEMENT
Home ଜାତୀୟ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଏବଂ ଆମ୍ ଆଦମୀ...

ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଏବଂ ଆମ୍ ଆଦମୀ ପାର୍ଟି ସହିତ ସଂଯୁକ୍ତ କିଛି ଲୋକଙ୍କ ଘରେ ଇଡିର ଚଢ଼ାଉ ।

167
ADVERTISEMENT

ନୂଆଦିଲ୍ଲୀ,୦୬/୨(ଡି.ଏଚ ବ୍ୟୁରୋ):-ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଏବଂ ଆମ୍ ଆଦମୀ ପାର୍ଟି ସହିତ ସଂଯୁକ୍ତ କିଛି ଲୋକଙ୍କ ଘରେ ଇଡିର ଚଢ଼ାଉ । ବ୍ୟକ୍ତିଗତ ସଚିବ ବିବଭ କୁମାର ଏବଂ ଦିଲ୍ଲୀର ଜଲ ବୋର୍ଡ (ଡିଜେବି) ର ସଦସ୍ୟ ଶାଲାବ କୁମାରଙ୍କ ଘରେ ଚଢ଼ାଉ କରିବା ସହ ଇଡି ଅଧିକାରୀମାନେ ଦଳର ରାଜ୍ୟସଭା ସଦସ୍ୟ ଥିବା ଆପ୍ କୋଷାଧ୍ୟକ୍ଷ ଏନଡି ଗୁପ୍ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ।

Advertisement