Wednesday, August 19, 2026
ADVERTISEMENT
Home ଜାତୀୟ ଭାରସ୍ୟାମ ହରାଇ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ l

ଭାରସ୍ୟାମ ହରାଇ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ l

147
ADVERTISEMENT

ଉତ୍ତରପ୍ରଦେଶ,୨୫/୧ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶ ଶାହାଜାହାନପୁରର ଅଲହଗଂଜ ଜାଲାଲାବାଦ ଜାତୀୟ ରାଜପଥରେ ଭାରସ୍ୟାମ ହରାଇ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ l ସମସ୍ତ ଗଙ୍ଗାସ୍ନାନ ପାଇଁ ଅଟୋ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା |

Advertisement