Thursday, August 20, 2026
ADVERTISEMENT
Home ଜାତୀୟ ଦିଲ୍ଲୀର ୩ଟି ରାଜ୍ୟସଭା ଆସନ ଏବଂ ସିକ୍କିମରୁ ଗୋଟିଏ ଆସନ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି...

ଦିଲ୍ଲୀର ୩ଟି ରାଜ୍ୟସଭା ଆସନ ଏବଂ ସିକ୍କିମରୁ ଗୋଟିଏ ଆସନ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

170
ADVERTISEMENT

ନୂଆଦିଲ୍ଲୀ,o୩/୧(ଡି.ଏଚ ବ୍ୟୁରୋ):-ଦିଲ୍ଲୀର ୩ଟି ରାଜ୍ୟସଭା ଆସନ ଏବଂ ସିକ୍କିମରୁ ଗୋଟିଏ ଆସନ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କରାଯାଇପାରିବ ଏବଂ ଜାନୁଆରୀ ୧୯ରେ ମତଦାନ ଗ୍ରହଣ କରାଯିବ।

Advertisement