Tuesday, August 18, 2026
ADVERTISEMENT
Home ଜାତୀୟ ସଂସଦରେ ଆଉ ୪୯ ଟି ସାଂସଦଙ୍କୁ ନିଲମ୍ବନ କରାଯାଇ ଥିବାବେଳେ ନିଲମ୍ବିତ ସାଂସଦମାନଙ୍କ ସଂଖ୍ୟା ୧୪୧ରେ...

ସଂସଦରେ ଆଉ ୪୯ ଟି ସାଂସଦଙ୍କୁ ନିଲମ୍ବନ କରାଯାଇ ଥିବାବେଳେ ନିଲମ୍ବିତ ସାଂସଦମାନଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।

152
ADVERTISEMENT

ନୂଆଦିଲ୍ଲୀ,୨୦/୧୨(ଡି.ଏଚ ବ୍ୟୁରୋ):-ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗ ନେଇ ଅଚଳାବସ୍ଥା ଜାରି ଥିବାବେଳେ ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତତି ଦାବିକରି ହଟ୍ଟଗୋଳ କରୁଛନ୍ତି। ଫଳରେ ବିରୋଧୀ ଦଳର ଆଉ ୪୯ ଟି ସାଂସଦଙ୍କୁ ନିଲମ୍ବନ କରାଯାଇ ଥିବାବେଳେ ନିଲମ୍ବିତ ସାଂସଦମାନଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।

Advertisement