ଚୀନର ଗାନ୍‌ସୁ-କିଙ୍ଗ୍‌ହାଇର ସୀମାବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ।

363
ADVERTISEMENT

ନୂଆଦିଲ୍ଲୀ,୧୯/୧୨(ଡି.ଏଚ ବ୍ୟୁରୋ):-ଚୀନର ଗାନ୍‌ସୁ-କିଙ୍ଗ୍‌ହାଇର ସୀମାବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ । ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠାବାଡ଼ି ଭୁଶୁଡ଼ି ପଡ଼ିବା ଫଳରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଆହତ ଅଛନ୍ତି। ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୬.୧ ଥିବାବେଳେ ଭଗ୍ନସ୍ତୁପ ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି। ଏବଂ ଏହି ଭୂକମ୍ପ ସଂଗଠିତ ହେବା ପରେ ବିପର୍ଯ୍ୟୟ ପ୍ରଶମନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisement