ଭୁବନେଶ୍ୱର,୦୧/୨(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଜାଲିଆତି ମାମଲାରେ କଟକ ଲାଲବାଗ ଥାନା ପୋଲିସ ଛଅ ଜଣ ଅଭିଯୁକ୍ତ ହିମାଂଶୁ ଶେଖର ଦାଶ,ଶ୍ରୀଧର ମନ୍ତ୍ରୀ,ଆଲୋକ ସାହୁ,ନିର୍ମାଲ୍ୟ କୁମାର ଦାସ,ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ ଙ୍କୁ ଗିରଫ କରିଛି । ପରୀକ୍ଷା ପରିଚାଳନା ସହିତ ଜଡ଼ିତ ଆଉଟ୍ ସୋର୍ସିଂ ଏଜେନ୍ସିର ସଂପୃକ୍ତି ଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲିସ।

















