Saturday, August 15, 2026
ADVERTISEMENT
Home ଆଞ୍ଚଳିକ ଜଗନ୍ନାଥ ସଂସ୍କୃତିରେ ଇସ୍କନର ମୁନୁଷ୍ୟ ଇଛାକୃତ ରୀତିନିତି ଗ୍ରହଣୀୟ ନୁହେଁ l

ଜଗନ୍ନାଥ ସଂସ୍କୃତିରେ ଇସ୍କନର ମୁନୁଷ୍ୟ ଇଛାକୃତ ରୀତିନିତି ଗ୍ରହଣୀୟ ନୁହେଁ l

34
ADVERTISEMENT

ଭୁବନେଶ୍ୱର,୦୨/୨(ଲିପିକା ରାଣୀ ରାଉତ ):-ଅଦିନିଆ ଶ୍ରୀ ଜଗନ୍ନାଥ ରଥଯାତ୍ରା ଓ ସ୍ନାନଯାତ୍ରା ଏକ ମନୁଷ୍ୟ ଇଚ୍ଛାକୃତ ନିଷ୍ପତି ତାକୁ ଗ୍ରହଣ କରାଯାଇ ପାରିବ ନାହିଁ ଦେଖ ଦେଖ ରେ ଆସୁଛି ଜଗା ଝୁଲି ଝୁଲି,ବରଷକେ ଥରେ ଆସେ ବଡଦାଣ୍ଡେ ବୁଲି ,ଚାଲ ବେଗି ବେଗି ଯିବା ସଙ୍ଗାତ, କାଳେ ରଥ ଟଣା ହେବ ଶେଷ ,ଆଜିର ଗୋପାଳ ପୁର ଠାରେ ଏହି ମହୋଦଧି ଆଳତି ଓ ମହୋତ୍ସବ କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ରଥଯାତ୍ରା (ଅଠରଶହ ପାଞ୍ଚ ମସିହା ରୁ ଅଠର ଶହ ବାଇଶି ମସିହା),ସ୍ନାନଯାତ୍ରା ଓ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରର ବିଧାନ ଓ କାଳ ନିର୍ଣ୍ଣୟ ଏଆଇ ଭିଡ଼ିଓ ଫିଲ୍ମ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ରେ ଲୋକାର୍ପିତ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୁର୍ଣିମା ଓ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟା ରେ ହୋଇ ଥାଏ, ମହାପ୍ରଭୁଙ୍କ ନିତ୍ୟ ନିତି କୁ ପରିବର୍ତ୍ତନ କରା ଯାଇ ପାରିବ ନାହିଁ,ଏହି ମହୋଦଧି ଆଳତି ଓ ଜଗନ୍ନାଥ ସଂସ୍କୃତି ରକ୍ଷକ ସଂମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ର ସଦସ୍ୟ ମାନେ ଯୋଗ ଦେଇ ଥିଲେ, ସମସ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ବିକୃତି କରିବାକୁ ମନୁଷ୍ୟ ଇଚ୍ଛାକୃତ ରୀତି ନିତି ପରିବର୍ତ୍ତନ କୁ ଏକ ସ୍ୱର ରେ ପ୍ରତ୍ୟାଖ୍ୟାନ କରିଥିଲେ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଡ଼ ପଦ୍ମ ଚରଣ ଦାସ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ଭଗବାନ ଦାସ ପ୍ରଫୁଲ ଦାସ ଭାରତୀ ଭୂଷଣ ପଟ୍ଟନାୟକ ବିଜୟ ପଣ୍ଡା ଶ୍ରୀନିବାସ ରାଓ ପଞ୍ଚାନନ ମିଶ୍ର ଓ ଜଗନ୍ନାଥ ଚେତନା ଫାଉଣ୍ଡେସନ ର ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ଥିଲେ।

Advertisement