ପ୍ରାଥମିକ ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଚୁଆରୁ ଉଦ୍ଧାର ହୋଇଛି l

15
ADVERTISEMENT

ନୟାଗଡ଼ ,୦୪।୦୨ (ଡ଼ି.ଏଚ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧୀନ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରୁ ନିଖୋଜ ଛାତ୍ର ଭୋଳାନାଥ ମଲ୍ଲିକଙ୍କ ମୃତଦେହ ଏକ ଚୁଆରୁ ଉଦ୍ଧାର ହୋଇଛି l ସେ ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ଗତକାଲିଠାରୁ ସ୍କୁଲରୁ ନିଖୋଜ ହୋଇଯାଇଥିଲେ l ଆଜି ମୃତଦେହ ଉଦ୍ଧାର ହେଲା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ଗଣିଆ-ଦଶପଲା ଓ ଗଣିଆ – କଣ୍ଟିଲୋ ରାସ୍ତା ଅବରୋଧ କରିଛନ୍ତି l

Advertisement