ଲାଞ୍ଚନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ନାୟକ ।

18
ADVERTISEMENT

ମାଲକାନଗିରି ,୦୪।୦୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ରେ ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ନାୟକ ।ସେ ଏକ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ବିଦ୍ୟୁତ୍ କାଟ ଧମକ ଦେଇ ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ କୋରାପୁଟ ଭିଜିଲାନ୍ସ ବିଭାଗ ହାତରେ ଗିରଫ ହୋଇଛନ୍ତି । ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିଛି ।

Advertisement