ଭୁବନେଶ୍ଵର,୦୨/୨(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ଵର ଉପକଣ୍ଠ ଉତ୍ତରା ଛକ ନିକଟ ସିଫା ଠାରେ କିନ୍ନରଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁସି ହତ୍ୟାକଲେ ଦୁର୍ବୃତ୍ତ । ମୃତ କିନ୍ନର ସାଲେପୁର ଅଂଚଳର ହୋଇଥିବାବେଳେ ସେ ଭୁବନେଶ୍ଵରରେ ରହୁଥିବା ନେଇ ସୂଚନା ମିଳିଛି।ଏବଂ ଘଟଣାସ୍ଥଳରେ ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

















