Sunday, November 1, 2026
ADVERTISEMENT
Home ଖେଳ ଆସନ୍ତା ୧୫ରେ ଭାରତ ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

ଆସନ୍ତା ୧୫ରେ ଭାରତ ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

187
ADVERTISEMENT

ଭୁବନେଶ୍ୱର,୧୧/୧୧(ଡି.ଏଚ ବ୍ୟୁରୋ):-ଚଳିତ ଆଇସିସି ବିଶ୍ବକପରେ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଥିବାବେଳେ ଆସନ୍ତା ୧୫ରେ ଭାରତ ପ୍ରଥମ ସେମିଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଫଳରେ ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ। ସେପଟେ ଆଜି ନିଜ ନିଜର ଶେଷ ଲିଗ୍ ମ୍ୟାଚ ରେ ଅଷ୍ଟ୍ରେଲିଆ-ବାଂଲାଦେଶ ଏବଂ ଇଂଲଣ୍ଡ-ପାକିସ୍ତାନ ମୁହାଁମୁହିଁ ହେବେ।

Advertisement