Friday, September 25, 2026
ADVERTISEMENT
Home ଜାତୀୟ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ l

ନେପାଳରେ ଶକ୍ତିଶାଳୀ ଭୂମିକମ୍ପ l

251
ADVERTISEMENT

ନୂଆଦିଲ୍ଲୀo୪/୧୧(ଡି.ଏଚ ବ୍ୟୁରୋ):-ନେପାଳରେ ଶକ୍ତିଶାଳୀ ଭୂମିକମ୍ପ l ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ହୋଇଥିବାବେଳେ ଭୂମିକମ୍ପ ଯୋଗୁଁ ୧୨୮ଜଣଙ୍କର ମୃତ୍ୟୁ ଘଟିବା ସହ ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି l ଏବଂ ଘଟଣାସ୍ଥଳରୁ କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସୂଚନା ।

Advertisement