Sunday, November 1, 2026
ADVERTISEMENT
Home ଜାତୀୟ ଭାରତର ୮ ଜଣ ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି କାତାର।

ଭାରତର ୮ ଜଣ ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି କାତାର।

148
ADVERTISEMENT

ନୂଆଦିଲ୍ଲୀ,୨୭/୧୦(ଡି.ଏଚ ବ୍ୟୁରୋ):-ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଭାରତର ୮ ଜଣ ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି କାତାର। ସେମାନେ ହେଲେ କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂେର୍ଣ୍ଣନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ। କାତାରର ନିମ୍ନ ଅଦାଲତ ଏହି ରାୟ ପ୍ରକାଶ କରିଛି।

Advertisement