Thursday, September 24, 2026
ADVERTISEMENT
Home ଜାତୀୟ ସିକ୍କିମର ବିଭିନ୍ନ ଅଂଚଳରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି।

ସିକ୍କିମର ବିଭିନ୍ନ ଅଂଚଳରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି।

256
ADVERTISEMENT

ନୂଆଦିଲ୍ଲୀ,o୬/୧୦(ଡି.ଏଚ ବ୍ୟୁରୋ):-ସିକ୍କିମରେ ବଦଳ ଫଟl ପ୍ରବଳ ବର୍ଷା ଯୋଗୁଁ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଜଣ ଯବାନଙ୍କ ସମେତ ପାଖାପାଖି ୧୨୦ ଜଣ ନିଖୋଜ ଥିବାବେଳେ ୧୮ ଟି ମୃତଦେହ ଉଦ୍ଧାର ହୋଇଛି lଏବଂ ଆହୁରି ୯୮ ଜଣ ଏବେ ବି ନିଖୋଜ ଥିବା ସହ ସିକ୍କିମର ବିଭିନ୍ନ ଅଂଚଳରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି।

Advertisement