Friday, October 30, 2026
ADVERTISEMENT
Home ଜାତୀୟ ପାକିସ୍ତାନର ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଧୀନ ମଦିନା ମସଜିଦ ନିକଟରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣl

ପାକିସ୍ତାନର ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଧୀନ ମଦିନା ମସଜିଦ ନିକଟରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣl

128
ADVERTISEMENT

ନୂଆଦିଲ୍ଲୀ,୩୦/୯(ଡି.ଏଚ ବ୍ୟୁରୋ):-ପାକିସ୍ତାନର ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଧୀନ ମଦିନା ମସଜିଦ ନିକଟରେ ବଡ଼ଧରଣର ଆତ୍ମଘାତୀ ବିସ୍ଫୋରଣ l ଏଥିରେ ଜଣେ ଡିଏସପି ଙ୍କ ସମେତ ୫୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି । ଏବଂ ଜଣକ ନବାବ ଗୀଶକରି ହୋଇଥିବାବେଳେ ପାକିସ୍ତାନ ପୁଲିସ ପ୍ରଶାସନର ତଦନ୍ତ ଜାରି ।

Advertisement