Sunday, September 20, 2026
ADVERTISEMENT
Home ମନୋରଞ୍ଜନ ସନ୍ନି ଦେଓଲଙ୍କ ‘ଗଦର ୨’ ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ପାଖାପାଖି ୪୦୦ କୋଟି ଟଙ୍କାର...

ସନ୍ନି ଦେଓଲଙ୍କ ‘ଗଦର ୨’ ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ପାଖାପାଖି ୪୦୦ କୋଟି ଟଙ୍କାର ବେପାର କରିଛି।

270
ADVERTISEMENT

ନୂଆଦିଲ୍ଲୀ,୨୨/୮(ଡି.ଏଚ୍ ବ୍ୟୁରୋ):-ସନ୍ନି ଦେଓଲଙ୍କ ‘ଗଦର ୨’ ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ପାଖାପାଖି ୪୦୦ କୋଟି ଟଙ୍କାର ବେପାର କରିଛି। ଦ୍ୱିତୀୟ ରବିବାର ରେକର୍ଡ ଭାଙ୍ଗିବା ପରେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଇତିହାସ ସୃଷ୍ଟି କରିଛି। ଏବଂ ଫିଲ୍ମଟି ରିଲିଜ୍ ହେବା ପରଠାରୁ ୧୧ ଦିନରେ (ଗତକାଲି) ସର୍ବନିମ୍ନ ବ୍ୟବସାୟ ରେକର୍ଡ କରିଛି। ।

Advertisement