Wednesday, October 28, 2026
ADVERTISEMENT
Home ଜାତୀୟ ଉତ୍ତର ଭାରତ ଲେହ ଜିଲ୍ଲାର ଲଦାଖରେ ଏକ ସେନା ଗାଡ଼ି ଗଭୀର ଖାଇକୁ ଖସିପଡ଼ିବା ଫଳରେ...

ଉତ୍ତର ଭାରତ ଲେହ ଜିଲ୍ଲାର ଲଦାଖରେ ଏକ ସେନା ଗାଡ଼ି ଗଭୀର ଖାଇକୁ ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ l

136
ADVERTISEMENT

ନୂଆଦିଲ୍ଲୀ,୨୦/୮(ଡି.ଏଚ୍ ବ୍ୟୁରୋ):-ଉତ୍ତର ଭାରତ ଲେହ ଜିଲ୍ଲାର ଲଦାଖରେ ଏକ ସେନା ଗାଡ଼ି ଗଭୀର ଖାଇକୁ ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି । ସେନାର ଏକ ଗାଡ଼ିମାଳା କାରୁ ଗାରିସନ୍ରୁ ଲେହର କ୍ୟାରୀକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ।

Advertisement