Thursday, September 24, 2026
ADVERTISEMENT
Home ଜାତୀୟ ମହାରାଷ୍ଟ୍ର କାଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍ଏମ୍ଏମ୍) ହସ୍ପିଟାଲରେ ୧୮ ଜଣ ରୋଗୀଙ୍କର ଗତ...

ମହାରାଷ୍ଟ୍ର କାଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍ଏମ୍ଏମ୍) ହସ୍ପିଟାଲରେ ୧୮ ଜଣ ରୋଗୀଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ।

333
ADVERTISEMENT

ମହାରାଷ୍ଟ୍ର,୧୪/୮(ଡି.ଏଚ୍ ବ୍ୟୁରୋ):-ମହାରାଷ୍ଟ୍ର କାଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍ଏମ୍ଏମ୍) ହସ୍ପିଟାଲରେ ୧୮ ଜଣ ରୋଗୀଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ । ଫଳରେ ଏହି ଘଟଣା କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି। ସେପଟେ ପ୍ରଶାସନର ଅବହେଳାକୁ ଦାୟୀ କଲେ ଏନ୍ ସି ପି ମୁଖ୍ୟ ଶରଦ ପାୱାର l

Advertisement