ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ।

114
ADVERTISEMENT

ନୂଆଦିଲ୍ଲୀ,o୩/୮(ଡି.ଏଚ୍ ବ୍ୟୁରୋ):-ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଘରୋଇ ୱେଷ୍ଟଇଣ୍ଡିଜ୍ ତା’ର ଦଳରେ ପ୍ରମୁଖ ଟି୨୦ ଖେଳାଳିଙ୍କୁ ସାମିଲ କରିଥିବାବେଳେ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ପରି ପୁରୁଖା ଖେଳାଳିଙ୍କୁ ବିଶ୍ରାମ ଦେଇଛି। ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ଭାରତୀୟ ଦଳରେ ଅଧିକାଂଶ ଯୁବ ଖେଳାଳି ରହିଛନ୍ତି। ତଥାପି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶୃଙ୍ଖଳା ଜିତିବା ପାଇଁ ସମର୍ଥ ଅଛନ୍ତି ଏହି ଯୁବ ଭାରତୀୟ ଦଳ ।

Advertisement