Friday, September 25, 2026
ADVERTISEMENT
Home ଜାତୀୟ ମହାରାଷ୍ଟ୍ରର ଥାନେରେ ବ୍ରିଜ ନିର୍ମାଣ ବେଳେ କ୍ରେନ ଖସିପଡ଼ିବାରୁ ତଳେ ଚାପି ହୋଇ ୧୭ ଜଣ...

ମହାରାଷ୍ଟ୍ରର ଥାନେରେ ବ୍ରିଜ ନିର୍ମାଣ ବେଳେ କ୍ରେନ ଖସିପଡ଼ିବାରୁ ତଳେ ଚାପି ହୋଇ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ l

347
ADVERTISEMENT

ମହାରାଷ୍ଟ୍ର,୦୧/୮(ଡି.ଏଚ୍ ବ୍ୟୁରୋ):-ମହାରାଷ୍ଟ୍ରର ଥାନେରେ ବ୍ରିଜ ନିର୍ମାଣ ବେଳେ କ୍ରେନ ଖସିପଡ଼ିବାରୁ ତଳେ ଚାପି ହୋଇ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ l ସ୍ଥାନୀୟ ଶାହପୁର ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବହୁତ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି |ଏବଂ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି l

Advertisement