Friday, October 23, 2026
ADVERTISEMENT
Home ଜାତୀୟ ମଧ୍ୟପ୍ରଦେଶର କଟନୀରେ ଲାଞ୍ଚ ନେବା ବେଳେ ଧରାପଡ଼ିବାରୁ ଲାଞ୍ଚ ଅର୍ଥକୁ ଚୋବାଇ ଗିଳି ଦେଲେ ରାଜସ୍ବ...

ମଧ୍ୟପ୍ରଦେଶର କଟନୀରେ ଲାଞ୍ଚ ନେବା ବେଳେ ଧରାପଡ଼ିବାରୁ ଲାଞ୍ଚ ଅର୍ଥକୁ ଚୋବାଇ ଗିଳି ଦେଲେ ରାଜସ୍ବ ବିଭାଗର କର୍ମଚାରୀ l

128
ADVERTISEMENT

ନୂଆଦିଲ୍ଲୀ,୨୫/୭(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର କଟନୀରେ ଲାଞ୍ଚ ନେବା ବେଳେ ଧରାପଡ଼ିବାରୁ ଲାଞ୍ଚ ଅର୍ଥକୁ ଚୋବାଇ ଗିଳି ଦେଲେ ରାଜସ୍ବ ବିଭାଗର କର୍ମଚାରୀ lସେ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଏସ.ପି.ଇ ଟିମ୍କୁ ଦେଖି ନୋଟ୍ ତକ ଚୋବାଇ ଗିଳି ପକାଇଲେ। ।ଏବଂ ବହୁ ଉଦ୍ୟମ ପରେ ଶେଷରେ ତାଙ୍କ ମୁହଁରୁ ବତୁରି ଯାଇ ଥିବା ନୋଟ୍ ଟୁକୁରା ସବୁ ବାହାର କରାଗଲା।

Advertisement