Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ବର ରାଜଧାନୀ ସମେତ ରାଜ୍ୟବ୍ୟାପୀ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆରମ୍ଭ ହେଲାଣି।

ଭୁବନେଶ୍ବର ରାଜଧାନୀ ସମେତ ରାଜ୍ୟବ୍ୟାପୀ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆରମ୍ଭ ହେଲାଣି।

134
ADVERTISEMENT

ଭୁବନେଶ୍ୱର,୦୪/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀ ସମେତ ରାଜ୍ୟବ୍ୟାପୀ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆରମ୍ଭ ହେଲାଣି। ରାଜ୍ୟର ୧୮ଟି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବାବେଳେ ବିଶେଷକରି ଭୁବନେଶ୍ବର ଡେଙ୍ଗୁ ଆକ୍ରାନ୍ତଙ୍କ ହଟ୍ସ୍ପଟ୍ ପାଲଟିଛି। ଏବଂ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟରେ ଡେଙ୍ଗୁ ଜ୍ବରରେ କମ୍ପିବା ଆଶଙ୍କା କରାଯାଉଛି।

Advertisement