Friday, September 25, 2026
ADVERTISEMENT
Home ଜାତୀୟ ଉତ୍ତର ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ l

ଉତ୍ତର ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ l

245
ADVERTISEMENT

ନୂଆଦିଲ୍ଲୀ,୧୪/୬(ଡି.ଏଚ ବ୍ୟୁରୋ):-ଉତ୍ତର ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ l ଏବଂ ବର୍ତମାନ ସୁଦ୍ଧା ଅନେକ ନିଖୋଜ ଅଛନ୍ତି l ଉକ୍ତ ଡଙ୍ଗାରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଯାତ୍ରା କରୁଥିବାବେଳେ ଡଙ୍ଗାଟି ପାଣି ଭିତରେ ଥିବା ଗୋଟାଏ ବଡ଼ କାଠଗଡ଼ରେ ଧକ୍କା ଖାଇ ଦୁର୍ଘଟଣାଗସ୍ତ ହୋଇଯାଇଥିଲା ବୋଲି ସୂଚନା ।

Advertisement