ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସ୍ଥାନୀୟ ରେଳ କର୍ମଚାରୀଙ୍କୁ କମିସନ୍ ଅଫ୍ ରେଲ୍ ସେଫ୍ଟି ତଦନ୍ତ ପରିସରଭୁକ୍ତ କରାଯାଇଛି।

139
ADVERTISEMENT

ବାହାନଗା,o୬/୬(ଡି.ଏଚ୍ ବ୍ୟୁରୋ):-ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସ୍ଥାନୀୟ ରେଳ କର୍ମଚାରୀଙ୍କୁ କମିସନ୍ ଅଫ୍ ରେଲ୍ ସେଫ୍ଟି ତଦନ୍ତ ପରିସରଭୁକ୍ତ କରାଯାଇଛି। ଏବଂ ଦାୟିତ୍ବରେ ଥିବା ସଂସ୍ଥାର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସିଗ୍ନାଲ୍ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ଜଣ ଜଣ କରି ଜେରା କରାଯାଉଛି।

Advertisement