Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଗୁରୁଣ୍ଠି ମାଁ ବାଇଧର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବଜେପି ନେତା ଓ କର୍ମୀ l

ଗୁରୁଣ୍ଠି ମାଁ ବାଇଧର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବଜେପି ନେତା ଓ କର୍ମୀ l

163
ADVERTISEMENT

ଗୁରୁଣ୍ଠି,୨୪/୫(ଇ ରଞ୍ଜନ):-କୁକୁଡାଖଣ୍ଡି ଗୁରୁଣ୍ଠି ଗ୍ରାମରେ ଚାଲିଥିବା ମାଁ ବାଇଧର ଜଳଜୀର୍ଣ୍ଣ ପ୍ରତିଷ୍ଠା ଉତ୍ସବ ଯାତ୍ରା ୪ ଦିନ ଧରି ଧୁମଧାମରେ ଗ୍ରାମବାସିଙ୍କ ସହଯୋଗରେ ଚାଲିଥିବାବେଳେ ଏଥିରେ ବହୁନେତା ଅଭିନେତା ଗ୍ରାମବାସୀଙ୍କ ଅନୁରୋଧରେ ସାମିଲ ହୋଇ ପୂଜାର୍ଚନା କରି ଆଳତି ଦର୍ଶନ କରି ଫେରିଛନ୍ତି ଆଜି ଗୁରୁଣ୍ଠି ଗ୍ରସ୍ତରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ମଧ୍ୟ ଗୁରୁଣ୍ଠି ମନ୍ଦିର ପ୍ରତିଷ୍ଠା ରେ ଯୋଗଦାନ କରି ମାଁ ବାଇଧର ଙ୍କ ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ ଏହି ଗ୍ରସ୍ତ ବେଳେ ମଣ୍ଡଳ ସଭାପତି ଚଣ୍ଡିଚରଣ ସାହୁ ଯୁବମୂର୍ଚ୍ଛା ଜିଲ୍ଲା ଉପ ସଭାପତି କେ.ଚନ୍ଦ୍ର ଶେଖର ଦାସ,ଲିଟୁ ବେହେରା ପିଣ୍ଟୁ ସାହୁ ବୋରିଗାଁ ସରପଞ୍ଚ ପ୍ରତିନିଧି ବାବୁଲା ସାହୁ ଲକ୍ଷଣପାତ୍ର ଗୁରୁଣ୍ଠି ପଞ୍ଚାୟତ ସମିତିସଭ୍ୟl କେ.ରାଜଲଷ୍ମୀ ଦାସ , ୱାର୍ଡ ମେମ୍ବର ପ୍ରlଥିନି -ପୁଷ୍ପାଞ୍ଜଳି ନାୟକ, ନମିତା ଦାସ ପି ତ୍ରିଲଚନ ପାତ୍ର ,ସୁରେଶ ମାଲଣା , ନାୟବ ସରପଞ୍ଚ ପ୍ରତିନିଧି ପ୍ରକାଶ ସେଠି , ପୂର୍ବତନ ସରପଞ୍ଚ ପରମାନନ୍ଦ ସାହୁ , ସେସଦେଵ ନାୟକ , ଫକୀର ପାତ୍ର, ମହନ ପାତ୍ର ,ସନ୍ତୋଷ ପାତ୍ର, କେ ସନ୍ତୋଷ ଦାସ , କେ ଆଶିଷ ଦାସ, ପି କିସର ପାତ୍ର , କେ ଅଶୋକ ପାତ୍ର , ଏମ ରାଜୁଲୁ ପାତ୍ର, ନିଳlଞ୍ଚଳ ଦାଶ, ଗବିନ୍ଦ ଦାସ , ଅରୁଣ ଦାସ, ମୁନା ଦାଶ, ରବି ନାୟକ, ରମେଶ ନାୟକ , ସୁଶାନ୍ତ ନାୟକ , ପ୍ରଶାନ୍ତ ନାୟକ,ବିଷ୍ଣୁ ସେଠି, ସାଇବ ସେଠିଙ୍କ ସମେତ ବହୁ କର୍ମୀ ଗ୍ରାମବାସୀ ଉପସ୍ଥିତ ଥିଲେ l

Advertisement