Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ୨୮ଗ୍ରାମ ୯୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ୨ଜଣ ଗିରଫ ।

ବ୍ରହ୍ମପୁରରେ ୨୮ଗ୍ରାମ ୯୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହ ୨ଜଣ ଗିରଫ ।

124
ADVERTISEMENT

ବ୍ରହ୍ମପୁର,୨୪/୫(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ଟାଉନ୍ ଥାନା ପୁଲିସ ଚଢ଼ଉ ବେଳେ ୨୮ଗ୍ରାମ ୯୫ମିଲିଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ୨ଜଣ ଗିରଫ ।ଏବଂ ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମୋବାଇଲ୍ ଏବଂ ୪୨୭୦ଟଙ୍କା ଜବତ କରିଥିବାବେଳେ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ (୩୫) ଓ ଋତୁରଞ୍ଜନ ନିମାଇ (୨୯)।

Advertisement