Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ନିକଟ ଆଚାର୍ଯ୍ୟ ବିହାର ଅଂଚଳରେ ଘରୁ ଟାଣି ଆଣି...

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ନିକଟ ଆଚାର୍ଯ୍ୟ ବିହାର ଅଂଚଳରେ ଘରୁ ଟାଣି ଆଣି ଯୁବକଙ୍କୁ ହତ୍ୟା।

124
ADVERTISEMENT

ବ୍ରହ୍ମପୁର,୦୭/୫(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ନିକଟ ଆଚାର୍ଯ୍ୟ ବିହାର ଅଂଚଳରେ ଘରୁ ଟାଣି ଆଣି ଯୁବକଙ୍କୁ ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୃବୁତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଥିବାବେଳେ ବଡ଼ବଜାର ଏବଂ ସଦର ଥାନା ପୁଲିସ ତଦନ୍ତ ଜାରି । ଏବଂ ମୃତ ଯୁବକ ଜଣକ ହେଲେ ଅଂଚଳର ସନାତନ ଚୌଧୁରୀ ସେ ବସ୍ ହକର୍ ଭାବେ କାମ କରୁଥିଲେ।

Advertisement