Thursday, October 15, 2026
ADVERTISEMENT
Home ଆଞ୍ଚଳିକ ନକଲି ବିଦେଶୀ ମଦ ସହ ମହୁଲଫୁଲ ଜବତ l

ନକଲି ବିଦେଶୀ ମଦ ସହ ମହୁଲଫୁଲ ଜବତ l

154
ADVERTISEMENT

କେ.ବଲାଙ୍ଗ,୨୯/୪(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରେ ଅବକାରୀ ପୁଲିସର ଅତର୍କିତ ଚଢ଼ଉ ବେଳେ ନକଲି ବିଦେଶୀ ମଦ ସହ ମହୁଲଫୁଲ ଜବତ l ଏଥିସହ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ସେମାନଙ୍କ ପାଖରୁ ୧୩.୫୪୫ ଲିଟର ନକଲି ବିଦେଶୀ ମଦ ଓ ୧୧.୦୭ କ୍ବିଣ୍ଟାଲ ମହୁଲଫୁଲ ଜବତ ହୋଇଛି।

Advertisement