Thursday, October 15, 2026
ADVERTISEMENT
Home ଆଞ୍ଚଳିକ ନକଲି ସାର୍ଟିଫିକେଟ୍ କାରବାର ମାମଲାରେ ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ୪ଜଣ ଗିରଫ l

ନକଲି ସାର୍ଟିଫିକେଟ୍ କାରବାର ମାମଲାରେ ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ୪ଜଣ ଗିରଫ l

121
ADVERTISEMENT

ବ୍ରହ୍ମପୁର,୨୫/୪(ଡି.ଏଚ ବ୍ୟୁରୋ):-ନକଲି ସାର୍ଟିଫିକେଟ୍ କାରବାର ମାମଲାରେ ବ୍ରହ୍ମପୁର ଜିଲ୍ଲା ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ନକଲି ସାମଗ୍ରୀକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲଙ୍ଗେଳେଶ୍ବର ଗ୍ରାମର ଦୈତାରି ବେହେରା ଓ ତାଙ୍କ ପୁଅ ଅମୃତପ୍ରସାଦ ବେହେରା ,ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ, କଟକ ମଙ୍ଗଳାବାଗ ଥାନା ଅଂଚଳର କିଶୋର କୁମାର ବେହେରା ।

Advertisement